Saraswata Odia Grammar Book Pdf
- Saraswat Odia Grammar Book Pdf Online
- Saraswat Odia Grammar Book Pdf
- Saraswat Odia Grammar Book Pdf Download
Odia Grammar By Online Portal at 05:19. Email This BlogThis! Share to Twitter Share to Facebook Share to Pinterest. Labels: Odia Grammar. 10 comments: Unknown 31 May. The Board has published its subject wide latest books in electronic mode digital content at OPEPA & BSE Odisha portals as (EPUB) eBook and Pdf Book format, everyone who need to download BSE Odisha Class 6th, 7th, 8th, 9th, 10th eTextbooks 2022 can follow the steps to download General & Vocational course in subject wide.
Try to compare different editions of books just to know what is updated in the latest edition. Thus most of the Odia books printed before 1850 were reliogious books, text books on grammar and general topics and dictionaries. In this article, today we are going to share PDF files to download Odia NCERT Books Class 1 to Class 12. There are lots of Odia grammar books available on the internet. You can buy them by visiting Amazon or Flipkart. Most of the students prefer Saraswata Odia Grammar Book PDF, but I personally prefer Odia Grammar PDF for Competitive Examinations. Although this book is for all types of competitive examinations.
OPSCASO Exam Scheduled to held On 23 Dec 2018. In This Exam Pattern ODIA LanguageSection will Play big role for Selection. SoHow Prepare for this Subject ?ଧ୍ୱନି –
ପ୍ରକୃତି ରାଜ୍ୟରେ ସବୁବେଳେ କିଛି ନା କିଛି ଧୂନି ସୃଷ୍ଟି ହେଉଥାଏ । ଝରଣା ଝରିଲେ (ଝରଝର), ପବନ ବହିଲେ (ସୁସ୍), ପତ୍ରରେ ପତ୍ର ଘଷି ହେଲେ (ମର୍ମର), ଡାଳରେ ଚାଳ ବାଜିଲେ ବା ଘଷି ହେଲେ (ମଡ୍ମଜ୍), ଘଡ଼ଘଡ଼ି ମାରିଲେ (ଘଡ୍ଘଡ୍) ଏପରି କେତେ କ’ଣ ଧ୍ବନି ହୁଏ । ଗୋଟିଏ କଠିନ ପଦାର୍ଥରେ ଆଉ ଗୋଟିଏ କଠିନ ପଦାର୍ଥ ବାଜିଲେ ଧ୍ବନି ସୃଷ୍ଟି ହୁଏ । ପ୍ରତ୍ୟେକ ଜୀବ ନିଜ ନିଜର ମନର ଭାବକୁ ପ୍ରକାଶ କରିବା ପାଇଁ ବିଭିନ୍ନ ପ୍ରକାର ଅଙ୍ଗଭଙ୍ଗୀ ପ୍ରଦର୍ଶନ କରିଥାନ୍ତି ଏବଂ ବିଭିନ୍ନ ଧ୍ବନିର ପ୍ରୟୋଗ କରିଥାନ୍ତି । ଭାଷା ପ୍ରକାଶିତ ହେବାପାଇଁ ଦୁଇଟି ରୂପ ଗ୍ରହଣ କରିଥାଏ । ଗୋଟିଏ ହେଉଛି କଥିତ ରୂପ ଓ ଅନ୍ୟଟି ଲିଖୀତ ରୂପ । ଯେତେବେଳେ ଧ୍ବନି ଲିଖୁତରୂପ ଧାରଣ କରେ ତାକୁ କହନ୍ତି ବର୍ଣ୍ଣ। ବର୍ଣ୍ଣର ଅନ୍ୟ ନାମ ଲିପି । ବର୍ଣ୍ଣ ଲିପି ଏକ ନିର୍ଦ୍ଦିଷ୍ଟ ରୂପ ବା ଆକୃତି, ରଙ୍ଗ ଗ୍ରହଣ କରିଥାଏ । ବର୍ଣ୍ଣ ବା ଲିପିକୁ ଦେଖୁ ହୁଏ । ବର୍ଣ୍ଣ ବା ଲିପିର ଅଦୃଶ୍ୟ ରୂପକୁ ଧ୍ବନି କୁହାଯାଏ ।
ଭାଷାର ସର୍ବନିମ୍ନ ଏକକକୁ ଧ୍ବନି କହନ୍ତି । ଏହି ଧ୍ବନି ପଦ୍ଧତି ବଦ୍ଧ ଭାବରେ ମଣିଷ ମୁହଁରୁ ପ୍ରକାଶିତ ହୋଇଥାଏ ।। ମଣିଷ ବୁଦ୍ଧି ମାନ୍ ପ୍ରାଣୀ ହୋଇଥିବାରୁ ଧୂନି କୁ ରୁପଦେବାପାଇଁ ବାହାର କଲା ବର୍ଣ୍ଣ ବା ଲିପି । ଲେଖୁ ବା ଉଦ୍ଦେଶ୍ୟରେ ଧୂନିକୁ ବର୍ଷ ବା ଲିପି ରୂପ ଦିଆଗଲା ।
ଧ୍ୱନିଓବର୍ଣ୍ଣମଧ୍ୟରେପ୍ରଭେଦକ‘ଣ ?
ମୁହଁରୁ ଉଚ୍ଚାରିତ ହେଲେ ତାହା ଧୁନି । ଧ୍ବନିର ଲିଖୁତ ରୂପ ହେଉଛି ବର୍ଣ୍ଣ । ସୁତରୀ ବର୍ଣ୍ଣ ଅର୍ଥ ରୂପ ବା ଚିହ୍ନ । ଅ, ଆ, କ, ଖ ପ୍ରଭୃତି କହିବାବେଳେ ଧ୍ବନି ସୃଷ୍ଟି ହୁଏ । ଆମେ ସେହି ଧୂନିକୁ ଶୁଣି ଅ, ଆ, କ, ଖ ପ୍ରଭୃତି ରୂପରେ ଲେଖୁ ରଖୁ । ଯାହା ଲେଖୁ ରଖୁ ତାହା ବର୍ଣ୍ଣ ବା ଲିପି । ବର୍ଣ୍ଣ ବା ଲିପି. ଅନେକ ଦିନ ପର୍ଯ୍ୟନ୍ତ ସ୍ଥାୟୀ ଭାବରେ ରହିଥାଏ । ଆମେ ସେଗୁଡ଼ିକୁ କହୁ ଅକ୍ଷର ‘ଅର୍ଥାତ୍’ ନ କ୍ଷର = ଅକ୍ଷର ।
ବର୍ଣ୍ଣ କୁ ଆମେ ଦୁଇ ଭାଗରେ ବିଭକ୍ତ କରିପାରିବା ।
(୧) ସ୍ଵର ବର୍ଣ୍ଣ
(୨) ବ୍ୟଞ୍ଜନ ବର୍ଣ୍ଣ
ସ୍ଵରବର୍ଣ୍ଣ : ଯେଉଁ ଧ୍ୱନିଗୁଡ଼ିକ ଅନ୍ୟର ସାହାଯ୍ୟ ନନେଇ ଆପେ ଆପେ ଉଚ୍ଚାରିତ ହୁଅନ୍ତି, ସେଗୁଡ଼ିକ ସ୍ଵରବର୍ଣ୍ଣ । ସ୍ଵରବର୍ଣ ୧୧ଟି । ଯଥା:ଅ, ଆ, ଇ, ଈ, ଭ, ଇ, ଉ, ଏ, ଐ, ଓ, ଔ । ସ୍ଵରବର୍ଣ୍ଣ ଦୁଇପ୍ରକାର (୧) ଶୁଦ୍ଧସ୍ବର (୨) ସଂଯୁକ୍ତ ସ୍ଵର
ଶୁଦ୍ଧସ୍ପର :ଯେଉଁ ସ୍ବରଧ୍ବନି ଉଚ୍ଚାରଣବେଳେ ଜିହ୍ନା ଓ ଓଠରେ କୌଣସି ପରିବର୍ତ୍ତନ ହୁଏ ନାହିଁ, ସେଗୁଡ଼ିକୁ ଶୁଦ୍ଧସ୍ଵର | ଯଥା :- ଅ, ଆ, ଇ, ଶ, ଉ, ଭ, ର, ଏ, ଓ ।
ସଂଯୁକ୍ତସ୍ଵର :ଯେଉଁ ସ୍ବରଧ୍ବନି ଉଚ୍ଚାରଣବେଳେ କିହୁ ଓ ଓଠରେ ସାମାନ୍ୟ ପରିବର୍ତ୍ତନ ହୋଇଥାଏ, ତାକୁ ସଂଯୁକ୍ତ ସ୍ଵର କହନ୍ତି । ଯଥା:- ଏ (ଅ + ଇ), ଓ (ଅ + ଉ) ସଂଯୁଇ ସ୍ଵରକୁ ମିଶ୍ରିତ ସ୍ବର ମଧ କହନ୍ତି । କାରଣ ଏକା ସ୍ବର ଧ୍ବନିରେ ସେଗୁଡ଼ିକ ଉଚ୍ଚାରିତ
ବ୍ୟଞ୍ଜନବର୍ଣ୍ଣ :
ଯେଉଁ ଧ୍ୱନିଗୁଡ଼ିକ ସ୍ଵର ବର୍ଣ୍ଣର ସାହାଯ୍ୟ ବ୍ୟତୀତ ଉଚ୍ଚାରିତ ହୋଇପାରନ୍ତି ନାହିଁ, ସେଗୁଡ଼ିକୁ ବ୍ୟଞ୍ଜନ ବର୍ଣ୍ଣ କହନ୍ତି । ଯଥା:କ, ଖ, ଗ, ଘ, ଡ, ଚି, ଛି, ଛି, ଝା, , ଟି, o, ଡ, ବ, ଣ, ତ, ଥ, ଦ, ଧ, ନ, ପ, ଫ, ବ, ଭ, ମ, ଯ, ର, ଳ, ଓ, ଶ, ଷ, ସ, ହୁ, କ୍ଷ ।
Saraswat Odia Grammar Book Pdf Online
ଉଦାହରଣ :- କ’ ବର୍ଣ୍ଣ ଉଚ୍ଚାରଣ କଲେ ‘କୁ’ ସହିତ । “ଅ” ସ୍ଵର ବର୍ଣ୍ଣର ସାହାଯ୍ୟ ଲୋଡ଼ିବାକୁ ହୁଏ ।
ସେହିପରି ଖ = ଖ + ଅ, ଗ = ଗ + ଅ,
ଆଶ୍ରୟୀ ସ୍ଵର :ବ୍ୟଞ୍ଜନ ଧୁନିଗୁଡ଼ିକ ନିଜେ ଉଚ୍ଚାରିତ ହୋଇପାରନ୍ତି ନାହିଁ । ସ୍ବରକୁ ଆଶ୍ରୟ କରି ଏଗୁଡ଼ିକ ଭଚ୍ଚାରିତ ହୁଅନ୍ତି ।
ଆଶ୍ରୟୀସୃରକାହାକୁକୁହାଯାଏ ?
ବ୍ୟଞ୍ଜନ ଧୂନି ଗୁଡ଼ିକ ସ୍ବରକୁ ଆଶ୍ରୟ କରି ଉଚ୍ଚାରିତ ହେଉଥିବାରୁ ସୂରଗୁଡ଼ିକୁ ଆଶ୍ରୟୀ ସ୍ଵର କୁହାଯାଏ ।
ଆଶ୍ରୟୀ ସ୍ଵର କେତେ ପ୍ରକାର ଓ କଣ କଣ ?
ଆଶ୍ରୟୀ ସ୍ଵର ଦୁଇ ପ୍ରକାର
(୧) ପୂର୍ବ ଆଶ୍ରୟୀ ସ୍ଵର
(୨) ପର ଆଶ୍ରୟୀ ସ୍ଵର
ପୂର୍ବ ସ୍ଵରକୁ ଆଶ୍ରୟ କରି ବ୍ୟଞ୍ଜନ ଧ୍ବନି ଉଚ୍ଚାରିତ ହେଲେ ସେହି ସ୍ପରକୁ ପୂର୍ବ ଆଶ୍ରୟୀ ସ୍ଵର କୁହାଯାଏ । ଆଶ୍ରୟୀ ସ୍ଵର ପରେ ଥିବା ବ୍ୟଞ୍ଜନ ନି ହଳନ୍ତ ଯୁକ୍ତ ହୋଇଥାଏ
ସ୍ଵରଓବ୍ୟଞ୍ଜନଧ୍ବନିମଧ୍ୟରେପାର୍ଥକ୍ୟକଣ ?
ସ୍ବର ଧ୍ବନି ସର୍ବଦା ସ୍ବାଧୀନ କାହାର ଆଶ୍ରୟ ନ ନେଇ ଏଗୁଡ଼ିକ ଉଚ୍ଚାରିତ ହୋଇଥାନ୍ତି । ଅ’ ଠାରୁ ‘କ୍ଷ’ ପର୍ଯ୍ୟନ୍ତ ଧ୍ବନି ଗୁଡ଼ିକ ସ୍ବର ଧ୍ବନି |
ବ୍ୟଞ୍ଜନ ଧ୍ବନିଗୁଡ଼ିକ ସର୍ବଦା ସ୍ବର ଧ୍ବନି ଉପରେ ନିର୍ଭରଶୀଳ । ତେଣୁ ବିନା ସ୍ବରର ସାହାଯ୍ୟରେ ଏଗୁଡ଼ିକ ଉଚ୍ଚାରିତ ହୁଅନ୍ତି ନାହିଁ । ଏଗୁଡ଼ିକ ସର୍ବଦା ଆଶ୍ରୟୀ ସ୍ଵର ଦରକାର କରନ୍ତି ।
ବ୍ୟଞ୍ଜନବର୍ଣ୍ଣରବିଭାଗୀକରଣ
ଯେଉଁ ଧ୍ବନିଗୁଡ଼ିକ ସ୍ବରଧ୍ବନିର ବିନା ସାହାଯ୍ୟରେ ଉଚ୍ଚାରିତ ହୋଇ ପାରନ୍ତି ନାହିଁ, ସେଗୁଡ଼ିକ ବ୍ୟଞ୍ଜନ ଧ୍ବନି । ବ୍ୟଞ୍ଜନ ଧ୍ବନିର ଲିତ ରୂପ ବ୍ୟଞ୍ଜନ ବର୍ଣ୍ଣ । ବ୍ୟଞ୍ଜନ ବର୍ଣ୍ଣଗୁଡ଼ିକ ସାଧାରଣତଃ ୨ ଭାଗରେ ବିଭକ୍ତ । –
(୧) ବର୍ଗବ୍ୟଞ୍ଜନ
Avatar last airbender pc game download. (୨) ଅବଗ୍ୟବ୍ୟଞ୍ଜନ
ବଗ୍ୟବ୍ୟଞ୍ଜନ :
ଯେଉଁ ବ୍ୟଞ୍ଜନ ବର୍ଣ୍ଣଗୁଡ଼ିକ ଉଚ୍ଚାରଣ କଲାବେଳେ କଣ୍ଡ, ତାଳୁ, ମୂର୍ବା, ଦନ୍ତ କିମ୍ବା ଓଷକୁ ବର୍ଷ କରିଥାଏ ସେଗୁଡ଼ିକୁ ବର୍ଗ ବ୍ୟଞ୍ଜନ ବର୍ଣ୍ଣ କହନ୍ତି । “କ’ ଠାରୁ ‘ମ’ ପର୍ଯ୍ୟନ୍ତ ୨୫ଟି ବର୍ଣ୍ଣ
ବଗ୍ୟ ବ୍ୟଞ୍ଜନ । ଉଚ୍ଚାରଣ ସ୍ଥାନ ଅନୁସାରେ ବ୍ୟଞ୍ଜନ ବର୍ଣ୍ଣଗୁଡ଼ିକ ୫ ଭାଗରେ ବିଭକ୍ତ ।
(୧) ‘କ’ ବର୍ଗ – କ, ଖ, ଗ, ଘ, ଡ– କଣ୍ଠବର୍ଣ୍ଣ (ଉଚ୍ଚାରଣ ସ୍ଥାନ କଣ୍ଠରୁ) ।
(୨) ‘ଚ’ ବର୍ଗ – ଚ, ଛ, ଜ, ଝ, 8 – ତାଲବ୍ୟ ବର୍ଣ୍ଣ (ଉଚ୍ଚାରଣ ସ୍ଥାନ ତାଳୁ’ରୁ)
(୩) ଟ’ ବର୍ଗ – ଟ, ଠ, ଡ଼, ଢ, ଣ – ମୁର୍ଧ୍ୟନ୍ୟ ବର୍ଣ୍ଣ (ଉଚ୍ଚାରଣ ସ୍ଥାନ ମୂର୍ଦ୍ଧା ରୁ (ଉପର ଦାନ୍ତର ମାଢିରୁ)
(୪) ତ’ ବର୍ଗ – ତ, ଥ, ଦ, ଧ, ନ – ଦନ୍ତ୍ୟ ବର୍ଣ୍ଣ (ଉଚ୍ଚାରଣ ସ୍ଥାନ ଦାନ୍ତରୁ)
(୫) “ପ ବର୍ଗ – ପ, ଫ, ବ, ଭ, ମ – ଓ଼ଷ୍ଠ ବର୍ଣ୍ଣ (ଜଚ୍ଚାରଣ ସ୍ଥାନ ଓଠ ରୁ)
ଅବଗ୍ୟବ୍ୟଞ୍ଜନ :
୨୫ଟି ବର୍ଗ ବ୍ୟଞ୍ଜନ (କ’ ଠାରୁ ‘ମ’ ପର୍ଯ୍ୟନ୍ତ) କୁ ବାଦ ଦେଲେ ଅନ୍ୟ ବ୍ୟଞ୍ଜନଗୁଡ଼ିକ ‘ଅବର୍ଗ ବ୍ୟଞ୍ଜନ । ଅବର୍ଗ ବ୍ୟଞ୍ଜନ ୩ ଭାଗରେ ବିଭକ୍ତ ।
(୧) ଅନ୍ତସ୍ଥ ବର୍ଣ୍ଣ
(୨) ଉଷ୍ଣ ବର୍ଣ୍ଣ
(୩) ଅଯୋଗବାହ ବର୍ଣ୍ଣ
ଉପଧ୍ବନି :
ଧ୍ବନିର ନିକଟତର ବା ପ୍ରାୟ ଅନୁରୂପ ଧ୍ଵନିକୁ ଉପନି କହନ୍ତି ।
ଯୁକ୍ତବ୍ୟଞ୍ଜନକ’ଣ ?
Minitool partition wizard bootable 11 iso. ଗୋଟିଏ ବ୍ୟଞ୍ଜନ ବର୍ଣ୍ଣ ସହିତ ଆଉ ଏକ ବା ଏକାଧୁକ ବ୍ୟଞ୍ଜନ ବର୍ଣ୍ଣ ମିଶି ଯେଉଁ ବର୍ଣ୍ଣ ସୃଷ୍ଟି ହୁଏ ତାକୁ ଯୁକ୍ତବ୍ୟଞ୍ଜନ କହନ୍ତି । ଯେଉଁ ବର୍ଣ୍ଣ ସହିତ ଅନ୍ୟ ବ୍ୟଞ୍ଜନ ମିଶେ ସେହି ବର୍ଣ୍ଣଟି ହଳନ୍ତ ଯୁକ୍ତ ହୋଇଥାଏ । ଅନ୍ୟ ବର୍ଣ୍ଣଗୁଡ଼ିକ ତାହାର ଡାହାଣ ପାଖରେ ରହିଥାନ୍ତି ।.
Saraswat Odia Grammar Book Pdf
ସ୍ଵତନ୍ତ୍ରଯୁକ୍ତିବ୍ୟଞ୍ଜନକ’ଣ ?
Saraswat Odia Grammar Book Pdf Download
ବର୍ଗୀବର୍ଷ ୨୫ଟି ‘କ’ ଠାରୁ ‘ମ’ ପର୍ଯ୍ୟନ୍ତ । ଏଗୁଡ଼ିକର ଉଚ୍ଚାରଣ ସ୍ଥାନ ଅନୁସାରେ ଏହାକୁ ୫ ଭାଗରେ ବି ଭକ୍ତ କରାଯାଇଛି । ବର୍ଗର ୫ମ ବିଗୁଡ଼ିକୁ ଅନୁନାସିକ ବା ନାସିକ ବର୍ଣ୍ଣ (ନି) କହନ୍ତି । ବର୍ଗର ୫ମ ବର୍ଣ ସେହି ବର୍ଗର ଅନ୍ୟାନ୍ୟ ବର୍ଣ୍ଣ ସହିତ ମିଶି ଯେଉଁ ନୂତନ ବର୍ଣ ସୃଷ୍ଟି ହୁଏ ତାହାକୁ ସ୍ବତନ୍ତ୍ର ଯୁକ୍ତ ବ୍ୟଞ୍ଜନ କୁହାଯାଏ । ଉଭୟ ବର୍ଣ୍ଣରୁ କିଛି କିଛି ଅଂଶ ମିଶି ସ୍ବତନ୍ତ୍ର ଯୁକ୍ତ ବ୍ୟଞ୍ଜନର ସୃଷ୍ଟି